ସିଂହାସନ

ତା’ ଆକାଂକ୍ଷାର ନାଁ ପଚାରନି ତା’ ଭବିଷ୍ୟର ଠିକଣା ମାଗନି ସେ ଏକ ଅ-ବିକଳ୍ପ ଯାତ୍ରାର ଧାରା ବିବରଣୀ। ଠାଣି ଚାହାଣୀରେ ସେ ପୋଖତ ଆରୋହୀ ଅସ୍ଥିର ସମୟର ସଜାଗ ପ୍ରହରୀ ତା’ର ଭଳିଭଳି ସର୍ତ୍ତ କିଛି ବିଶ୍ୱସ୍ତ ବିକର୍ଷଣ କିଛି ବାସ୍ତବ ଆକର୍ଷଣ ତା’ ତୂଣୀରରେ ଆକାଶକୁ ଖୁମ୍ପି ଚାଲୁଥିବା ଅସଂଖ୍ୟ ଲକ୍ଷ୍ୟଭେଦୀ ତୀର ତା’ କାରାଗାରେ ଅବରୁଦ୍ଧ ବିବଶ ଶୂନ୍ୟତା, ବାଂଛିତ ମନୋବୃତ୍ତି ସେ ଅନାଦି ଯୁଗର। ପରିସ୍ଥିତି ସଜାଇଛି ନିଜ ପସନ୍ଦରେ ସିଇଁଛିContinue reading “ସିଂହାସନ”

The Resonance

1Deaf and frantic fireDevours his paradiseTiresome rain andMightiest windTease his faithful twigs. Pecks and cutsBreaks and strokesUndeterred by summer or fallCourteous tree trusts allSpreads shade and shelterSings soulful chorus alongMelodic sounds of nature.2North star changes notPlace ,motion nor planRather makes others turnThe mariner and constellation. Clouds though paint the sky With multilayered pain,It waits theContinue reading “The Resonance”

ଭିନ୍ନ ଋତୁ

ଏ ସ୍ଥିର ଅବେଳରେହଠାତ୍ ଅସ୍ଥିର ଭିଡରଖୋଜା ପଡିଛିପ୍ରମାଣ କରିବାକୁ ପଡିବ ଯେମଣିଷ ବଂଚିଛି। ଏ ପ୍ରତାରଣାର ରାତିଅଦୃଶ୍ୟ ଚନ୍ଦ୍ରାଲୋକଏ ସୂର୍ଯ୍ୟାଲୋକର ଗୋଲକଧନ୍ଦାଅଧୈର୍ଯ୍ୟ ସ୍ୱପ୍ନର ଅଛିଣ୍ଡା ଅଂକଆଦିମ ଗୁମ୍ଫାରେବୁଢିଆଣି ଜାଲରେଛନ୍ଦିହୋଇପଡିଥିବାବିନିଦ୍ର ସମୟସଭିଏଁ ଏକଯୁଟ ଆଜିସବୁଥାଇକିଛି ନଥିବାପଣରଆବଦ୍ଧ ମଇଦାନରେଏକ ଭିନ୍ନ ଋତୁରେ। ବିଚ୍ଛିନ୍ନ ଦ୍ୱୀପରନିସ୍ତବ୍ଧ ଇଲାକାରେଏକ ଆଶ୍ରୟ ଗଢୁଛନ୍ତିଏକାନ୍ତତାର ସମସ୍ତ ସରାଗଆକାଶର ହଜିଲା ରଂଗଫୁଲବଣ ଖୋଜୁଥିବା ମହୁମାଛିନିଖୋଜ ମଣିଷମାନେ ଏବଂଅଲୋଡା ଈଶ୍ୱର,ଯାହା ଶୀଘ୍ର ଏକ ମଧୁର ସ୍ମୃତିହେବାକୁ ଯାଉଛିଜଣେ ଜଣେ ଦକ୍ଷ ଚିତ୍ରକାରଆଂକିବାରେ ବ୍ୟସ୍ତବୋତଲ ଭିତରେ ଥିବାଜୀବନ ନାଟିକାର ଚିତ୍ର।Continue reading “ଭିନ୍ନ ଋତୁ”

The Sculptor’s Muse

Moments of weaknessMake wavesChoices panicBetween kisses and killingsLovers and mistressesThe ruins and decay. The immoral springSees through indecisionsAn imperfect bargainPromises made to be brokenBattles lost in known planeBattles won in unknown ravines.The sculptor sees flesh in the stoneBleeding his love and pain. No one is interested inDead conversationFreshness of sorrow,He caressesThe pretty wrongs and boldContinue reading “The Sculptor’s Muse”

ସମୁଦ୍ରକୁ ଚାହିଁଥିବା ଝର୍କା, ତୃଷାର୍ତ୍ତ କପୋତ ଓ ସିମେଣ୍ଟ ସଡକ

ଭୋକ କେବେଠାରୁ ହଜମ ସରିଛି ଶୋଷତକ ବାକିଥିଲା ନଈକୁ ଦେଇଦେଲି ଆଉ କିଛି ରଖିନି ମୋ ପାଖରେ ବୋଝ ଉତ୍ତାରି ଦେଇଛି ଓଜନ ମୁଣ୍ଡେଇ ଚାଲିବ କିଏ ହୋ କୁଆଡେ ଯିବି ଏବଂ ଯାଉ ଯାଉ କେଉଁଠି ଯେ ଅଟକି ନ ଯିବି କହି ହେଉନି। ଠିକ୍ ଠାକ୍ କେତେ ଦୂର ଚାଲୁଥିବ ଚାଲୁ ସରଳ ରେଖା ଆଂକି ଶିଖିନଥିବା କିମ୍ବା ଢଂଗରେ ଠ ବୁଲେଇ ପାରୁନଥିବା କଲମ ପୃଷ୍ଠା ପୃଷ୍ଠା ଶବ୍ଦ ଅଶବ୍ଦ କଷୁଥାଉ କର୍ତ୍ତାContinue reading “ସମୁଦ୍ରକୁ ଚାହିଁଥିବା ଝର୍କା, ତୃଷାର୍ତ୍ତ କପୋତ ଓ ସିମେଣ୍ଟ ସଡକ”

The Unwanted

I have the sketchmy palace’ planDespair as plinthHunger the wallIgnominy my doorPunishment is roofI pledged myself for a piece of skyA pinch of soil. I am rich in flawsWarm liesIncompetenceshades of painFlavour of wantsThe addiction to emptiness,My existence is fun. Moon alights on my rotiSun blinks through the dim lampRain pampers me from roof toContinue reading “The Unwanted”

Remembering

When and from whereOne took offOn and overSummers and wintersShowers and sunshineWoods and desertThorns and petalsA teen taleOr a salt and pepper’s takeTold and untoldIt is like walking barefootOn dew soaked green lawnsInhaling one’s alonenessIn the duality ofStillness and movement. Photographs on any wallWalk on edge of parapetFateful decisionBroken vowsWet eyesNever crowded around, Endless silenceSpokeContinue reading “Remembering”

ପ୍ରତ୍ୟାଗମନ

ମୁଁ ଝୁଲନ୍ତା ସ୍ଥିତିରେ ଚକ୍ରବ୍ୟୁହର ଭିତିରି କମ୍ପନରେ ଯାହାର ଅର୍ଥ ହୋଇପାରେ ଜୀବନ ହୋଇପାରେ ମୃତ୍ୟୁ ମୁଁ ଏକପ୍ରକାର କଳ୍ପନାତ୍ମକ ପଳାୟନ ପାଇଁ ପ୍ରସ୍ତୁତ, ଆୟୋଜନ କରୁଛି  ଏକ ଅଦୃଶ୍ୟ ଆବରଣ , ନିଜ ଦୃଷ୍ଟିର ସୀମିତତାରୁ ନିଜେ ମୁକ୍ତ ହେବାର ପ୍ରୟାସ ଏକ ସହଜ ସାନ୍ତ୍ୱନା ଏକ ବିଭ୍ରାନ୍ତ ଉତ୍ସାହର ଅଜବ ଆରମ୍ଭ, ଅନ୍ୟ ଏକ ସ୍ଥାନ ଅନ୍ୟ ଏକ ସମୟକୁ ବିସ୍ମୟକର ଯାତ୍ରା| ହୁଏତ ଭିନ୍ନ ଦୁନିଆର ଦକ୍ଷ କଳାକାର ମୁଁ ପ୍ରତି ମୂହୁର୍ତ୍ତରContinue reading “ପ୍ରତ୍ୟାଗମନ”

Design a site like this with WordPress.com
Get started