ଏ ପୃଥିବୀର ମଣିଷ ଅନେକାଂଶରେ ରଫ୍ ଖାତାର ଉଦ୍ଦେଶ୍ୟ ନଥିବା ଅକ୍ଷର ଅକ୍ଷରମାନେ କ’ଣ କି ଆଉ! ଗୋଟେ ଗୋଟେ ରେଖା ସରଳ ଏବଂ ବକ୍ର ନିଷ୍ପାପ ଶିଶୁର ବ୍ଲକ୍ ଖେଳ ଯୋଡୁ ଯୋଡୁ ଘର ଗଢି ହୋଇଯାଏ ନତୁବା ଭୁସ୍ ଭାସ୍ ଗଦେଇ ପଡେ। ରକ୍ତର ଦାଗ ପୋଛି ଦେଇଥିବା ଟାଂଗରା ଯୁଦ୍ଧ ପଡିଆ ପଶ୍ଚାତାପର ବାଡ ଘେରାଉଥାଏ ଚାରିକଡେ, ସମୟର ହାତ ପୃଥିବୀର ପରିସୀମା ସମ୍ଭାଳିବାରେ ଲାଗିଥାଏ, ମଣିଷ ନିଜ ଅଲକ୍ଷ୍ୟରେ ପ୍ରସ୍ତୁତ କରୁଥାଏContinue reading “ଅବର୍ଣ୍ଣ ପୃଥିବୀ”
Category Archives: Uncategorized
ଝର୍କା ବନ୍ଦ ଅଛି
ବର୍ଷାର ତେଜ ବଢୁଛି ପକ୍ଷୀଟି ଥଣ୍ଟରେ କାଚ ଖୁମ୍ପୁଛି, ଝର୍କା କାଚରୁ ଆଲୁଅ ଫେରେଇ ଦେଉଛି ପକ୍ଷୀଟିର ସମସ୍ତ ପ୍ରଚେଷ୍ଟା, କାଚର ସୂକ୍ଷ୍ମ ଆବରଣ ମୋ ଗୋପନୀୟତାର ଆସ୍ତରଣ ମୋ ରହସ୍ୟମୟତାର ଆଚରଣ ମୁଁ ଅନ୍ଧକାରମୟ ମୋ ଉପସ୍ଥିତି ତା’ପାଇଁ ଅଦୃଶ୍ୟତାର ବିକଳ ଚିତ୍ରାଂକନ। ଘମାଘୋଟ ବର୍ଷାରେ ବସାକୁ ଫେରିନପାରିବାର ବିବ୍ରତ ଅନୁଭବ ମୁଁ ଏବଂ ପକ୍ଷୀଟି ଏକାଠି ଭୋଗୁଛୁ କାଚ ଝର୍କାର ଏପଟେ ସେପଟେ ନିଜ ବିରୁଦ୍ଧରେ ନିଜ ପ୍ରତିବିମ୍ବ ଦ୍ୱନ୍ଦ୍ୱ ଯୁଦ୍ଧର ଆହ୍ୱାନ ଦେଉଛିContinue reading “ଝର୍କା ବନ୍ଦ ଅଛି”
Beyond the Sky
At last I have touched the skyNo more to walk on an empty roadLeading to a fort of dismayMy hands are full of colour blueThe returned joyI’m mounting the silvery cloudsCan float as I wishFrom one star to another,When there is no rule bookLife wanders far and wideAdorns itselfWith fragrant white flowersRight in the midnight,WakesContinue reading “Beyond the Sky”
Inside a happy man’s caravan
A workshop is in full swing Disdain sorrow pain despair Thirst hunger The imperfect set of students Act bona fide Classes are designed Twenty four seven All set for review and repair. Compassion love peace patience Humble motivators Grip the steering wheel Bad boys turn good listeners Good listeners are good learners The flawed onesContinue reading “Inside a happy man’s caravan”
ଛିଡା ହୋଇଥା’
ତୋ ଇଚ୍ଛାକୁ ହଲଚଲ ହେବାର ଅନୁମତି ମିଳିନିପତ୍ର ଫୁଲ ଡାଳ ଲମ୍ବେଇ ପାରିବୁନାହିଁଛାଇ ଯାଚିପାରିବୁନାହିଁସେମାନେ ଧାରୁଆ କତୁରୀରେକାଟିକୁଟି ସଜେଇବେ ତୋ ବଢନ୍ତାପଣତାଂକ ଇଚ୍ଛାମତେ, ବର୍ଷା ବୋହିଗଲା ବନ୍ୟାରେତୃଷାର୍ତ୍ତ ଫାଟ ମାନଂକର ଶୋଷ ମେଣ୍ଟିଲା ନାହିଁଚିଠିମାନେ ଛଟପଟବଣ୍ଟା ହୋଇ ପାରିଲେନିବାର୍ତ୍ତାମାନେ ଅଣନିଶ୍ୱାସୀଅକୁହା କଥାର ତାଲିକା ବଢି ଚାଲିଛି, ମୃତ୍ୟୁର ତାଜା ଖବରସେମାନେ ଶାଗୁଣା ପୋଷୁଛନ୍ତି ଏବେସମସ୍ତେ ଭାଗ ହୋଇଗଲେଣିଜିଆମାନେ ବଂଶ ବୃଦ୍ଧିରେ ତତ୍ପରବାଘ ଗଣନା ଚାଲିଛି ଆକାଶ ଆଖିରୁ, ମୋ ପାଇଁ କବର ଖୋଳୁଛିଝର୍କା ସେପଟେ ଅଦୃଶ୍ୟ ଶତୃରContinue reading “ଛିଡା ହୋଇଥା’”
The last night
Free movement is granted From here, things get trickier My static shadow starts moving now Will run Track all probabilities To build a new state of choice In search of evergreen forests, In my humble abode Unbeknownst to me Someone would be writing Love letters Somewhere there could be A disguised lover. In the behestContinue reading “The last night”
ଭୟ ଋତୁ
ମାପିପାରିବନି ଆବଦ୍ଧ ମନରେଭୟର ମାତ୍ରାପଚାରନି କେତେ ଦୂରଭୟଯାତ୍ରା,ପଶି ଆସନ୍ତି ସେମାନେ ଧୂଳିକଣାରେଯେକୌଣସି ସ୍ଥାନରେ କାଳରେ। ପ୍ରେମଠାରୁ ବଡ ଦାରୁଣ ଭୟକାମନାଠାରୁ ଦୁଃଖମୟମାୟାଠାରୁ ଅନ୍ଧାରକଳାଠାରୁ ଗାଢ ରଂଗରଆକାଶରୁ ଭୂଇଁଯାଏଁଭୂଇଁରୁ ଆକାଶକୁଦିପାରୁଥିବା ପାରଂଗମ ଖେଳାଳୀଅଚେତ ଆବେଗକୁଚୁମୁଥିବା ଦୁର୍ଦ୍ଦଷ ପ୍ରେମିକ। ମଣିଷ ସ୍ନାୟୁରେ ମୁକ୍ତିର ଲୋହିତ ନିର୍ଭୟଆଜି ଭୟାଚ୍ଛନ୍ନମେରୁଦଣ୍ଡର ସଳଖପଣର ଅନିଶ୍ଚିତତାସଂସାର ପୃଷ୍ଠାର ପ୍ରିୟ ଶବ୍ଦମାନେନିଶବ୍ଦ କୁହୁଡି ଘେରରେ। ନିଜର ବଂଚିଲାପଣକୁ ଛୁଇଁବାକୁ ଭୟନୀଳଆକାଶରେଗୁଡିହୋଇ ଉଡିବାରେ ଭୟକାହାର ଖୋଲା ଝର୍କାଆଡେଚାହିଁବାକୁ ଭୟ। ଦଳଦଳ ଭୟ ଘେରିଗଲାବେଳେଦୁଃସାହସ ମାନେ ପିମ୍ପୁଡି,ମୁହଁରେ ଅଣ୍ଡା ଚିନିଦାନାଧାଡିContinue reading “ଭୟ ଋତୁ”
An Invite
We are constructingour empire of hungerDigging lake of thirst here and farI m preparing the invitewriting words in bloodAn approved plan of one room mansionof desperation has started to roll ,Anger, anxiety,uncertainty and fearare four corners of the roomInto the empty kitchen rackslove can’t enter or groomBreakfast will waitwhen I run for the trainJust toContinue reading “An Invite”
Broken Shore
High tide imposed It’s unwelcome presence Harmony was thrown into disarray, Beach was bleeding Pain and scar left it’s mark all over Uprooted the trees of smile Tenements of hope Wrote uncountable broken stories Dead wishes hard to cope. Snails and boats did lie motionless Unclaimed foot wears’ mourning Footprints that never stop following WereContinue reading “Broken Shore”
The Sunset
1Everyone rushesTo grab his spaceThe birds have left the skyStars invadeLine is distinct to allbetween day and nightPushing the pale tint of orangeInto bold grey.2 Doors and windows are closedIs that shadow really human?Dogs and owls get ready to guard,Not enough light to read the hunterAnd the prey,How to segregatevirtuous from evil if anyone couldContinue reading “The Sunset”