With so much noise all aroundRelationships prefer give and take Unending wants The rat racePeace is a forgotten state of mindLoss of smile in overtaking spree ,A part of mine is crumbling. Am I disabled To break the wall of selfishness Inflated prideWho am IIgnorant toddler (I)lack wisdom, kindness and loveWhy do I need AContinue reading “Colours”
Category Archives: Uncategorized
ବର
ତୁମ ଇଚ୍ଛାଦାନ ପରେ ମୁଁ ମାଗିଥିଲି ମୋ ବଳକା ସର୍ବସ୍ୱ ପାପ ଧୋଇ ସାରିଥିବା ଦେଉଳ ପାହାଚ ମୋ ସଦା ବିସ୍ତାରିତ ମରୁରେ ନିଶାର୍ଦ୍ଧର ଫୁଲ ଓ କେରାଏ ସୂର୍ଯ୍ୟୋଦୟ। ମାଗିନଥିଲି ଉପୁଡି ପଡିଥିବା ଗଛର ଓହଳ ମୋତେ ଘୋଡେଇ ପାରୁନଥିବା ଅଣଓସାର ଚାଦର ମୋ କ୍ଷତର ହିସାବ କିମ୍ବା ମୋ ରତ ରତ ସନ୍ଧ୍ୟାର ଅନ୍ୟାନ୍ୟ ବିକଳ୍ପ। © Rashmi Mohapatra
Distance
I swear on my insomnia The world will be fast asleep by the time I wake up In the most secret island’s grip, May be in a complex terrain In the garb of questions, What is not in this room For which there is an empty space, What is not in this book For whichContinue reading “Distance”
ପରାଜୟ
ମହା ଶକ୍ତିଶାଳୀ ଜୀବ ମଣିଷ ମୁଁଧନୁର୍ଦ୍ଧର ଗତକାଲିଯାଏଁଆକାଶକୁ ପୁଳାପୁଳା ବିଦାରିଛି,ପୃଥିବୀଠୁ କୁଢ କୁଢ ତାଡିଛି ତା’ ରକ୍ତ ମାଂସହାଣି କାଟି ମାରିଛି ସାରିଛି,ଆଜି ମୋର କି ଦଶାନତମସ୍ତକ ଏକ ଭୂତାଣୁ ଆଗରେତିଳ ତିଳ ଜଳୁଛି ସରୁଛିହାତଯୋଡି ପରାସ୍ତ ମାନୁଛି| ଧରାକୁ ମଣିଲି ସରାକବ୍ଜାରେ ରଖିଲି ମୁକ୍ତ ଜନ୍ତୁ-ପକ୍ଷୀ ପ୍ରାଣକାଟିଲି ଗଛର ଛାଇଅଖାଦ୍ୟ ଭକ୍ଷିଲିଗର୍ବ ଅହଂକାର ରଥ ଗଡାଇଲିବିଜେତାର ଡିଣ୍ଡିମ ବଜାଇ,ଏଡେ ଶୀଘ୍ର ଦର୍ପ ମୋର ଚୂର୍ଣ୍ଣ କଲାସାମାନ୍ୟ ଭୂତାଣୁକବଳରେ ନେଲା ମୋତେଯନ୍ତାରେ ରଖିଲାସଖା ସହୋଦର ପ୍ରିୟ କେହିContinue reading “ପରାଜୟ”
Un- Celebration
I’m thirstyToo are theyThe bronze idolThe stone mermaidThe skeletal remains of holy shrineA grand Celebration of emptinessIn God’s denI try to infiltrate the forbidden landGuards judging my identityAh! A prominent crack in the whole-nessNectar is dripping.Beehives are leaking! I’m hungryHungry are the angelsSo the deitiesI am entering the sanctum sanctorumThe restless words choking the key- holeThe weakContinue reading “Un- Celebration”